✕
طلب تصويب الأخطاء
كلمات أصلية
ତୋର ହେଇକି ରହିବି ମୁଁ
ଆଖିରେ ଆଖିଏ ଲୁହ ନେଇ, ରୋକିବି ନାହିଁ ବାଟ ମୁଁ
ଯିବାକୁ ଚାହୁଁ ଯଦି ଯାଇପାରୁ, ପଛରୁ ଧରିବିନି ହାତ ମୁଁ
ନା ଅଭିମାନ, ନା ଅଭିୟୋଗ
ତୋ ଲାଗି ମନରେ ରଖିବିନି ରାଗ
ତୋ ଖୁସିରେ ମୋ ଖୁସି, ତେଣୁ ତୋତେ ହସିହସି
ତୋ ଜୀବନରୁ ବିଦାୟ ନେବି ମୁଁ
ପଛେ ତୁ ମୋତେ କେବେ ଛାଡ଼ିକି ଯା, ତୋର ହେଇକି ରହିବି ମୁଁ
ପଛେ ତୁ ମୋତେ କେବେ ଛାଡ଼ିକି ଯା, ତୋର ହେଇକି ରହିବି ମୁଁ
ତୋ ମୋ ଭିତରେ ଏ ସମୟ, ଟାଣିଦେଇଛି ଯବନିକା
ଇଚ୍ଛା ନଥିଲେ ବି ଜିଇଁବାକୁ ହବ, ଦୁହିଁଙ୍କୁ ଅଲଗା ଏକାଏକା
ତୁ ମୁଁ ଯେତେଦିନ ଠେଲେ ଏକାଠି, ସେଦିନର ସ୍ମୃତି ସବୁ ନେଇ
ବାକିତକ ଜୀବନ ବିତେଇ ଦେବା, ଭାବିନେବା ମିଶିବା ଭାଗ୍ୟରେ ନାହିଁ
ନିଜଠୁ ଅଧିକା ତୋତେ ଚାହେଁ ବୋଲି, ତୋ ଇଚ୍ଛାରେ ତୋତେ ଯିବାକୁ ମୁଁ ଦେଲି
ଥିଲେ ଥା ତୁ ଯୋଉଠି, ଦିନେ ଆସିବୁ ଲେଉଟି
ତୋ ଫେରିବା ବାଟକୁ ଚାହିଁଥିବି ମୁଁ
ପଛେ ତୁ ମୋତେ କେବେ ଛାଡ଼ିକି ଯା, ତୋର ହେଇକି ରହିବି ମୁଁ
ପଛେ ତୁ ମୋତେ କେବେ ଛାଡ଼ିକି ଯା, ତୋର ହେଇକି ରହିବି ମୁଁ
ତୁ ମୁଁ ଯେତେ ସ୍ୱପ୍ନ ସାଉଁଟି ଥିଲେ, ପଲକେ ଆଶାର ଶେଜ ପାରି
ବୁନ୍ଦାବୁନ୍ଦା ହେଇ ଆଜି ସେ ସପନ, ଆଖିରେ ଲୁହରେ ଯାଏ ଭରି
ମୋ ପ୍ରେମରେ କି କିଛି ରହିଲା ଉଣା, ମୋ ଠାରୁ ଗଲୁ ତୁ ଦୂରେଇ
କହ ଏମିତି ମୁଁ କଣ କଲେ, ପାଖକୁ ଆଣିବି ତୋତେ ଫେରେଇ
ନିଜକୁ ନିଜେ କାଇଁ କରୁ ଦୋଷୀ, ଦେଖିବାକୁ ଗଲେ ଭୁଲ ମୋର ବେଶୀ
ଯେତେ ବଢ଼ିଲେ ଦୂରତା କମେନାହିଁ ନିବିଡ଼ତା
ପାଖରେ ନଥିଲେ ବି ସାଥେ ଥିବି ମୁଁ
ପଛେ ତୁ ମୋତେ କେବେ ଛାଡ଼ିକି ଯା, ତୋର ହେଇକି ରହିବି ମୁଁ
ପଛେ ତୁ ମୋତେ କେବେ ଛାଡ଼ିକି ଯା, ତୋର ହେଇକି ରହିବି ମୁଁ
تم نشره بواسطة Prathamesh في 2021-12-10
الترجمة
I'll still be yours
With eyes welled up in tears, I won't obstruct your way
You can leave if you wish so, I won't hold your hands back
I don't have any arrogance, nor any complaint
I won't be keeping any grudges against you
I'm content with your happiness, so I'm bid you adieu
With a smiling face
Even if you leave me someday, I'll still be yours
Even if you leave me someday, I'll still be yours
The time has drawn a curtain amongst us
We've to live separated from each other, even if we don't want it
All those days we were together, with those memories in our hands
We'll spend the rest of our lives; accepting that we're not meant for each other
Since I loved you more than myself, I'm letting you go, as per your wish
No matter where you are, you shall come back one day
I shall be looking forward to your way
Even if you leave me someday, I'll still be yours
Even if you leave me someday, I'll still be yours
All the dreams we collected together, with the pillow of hope under us
Those dreams manifested into tears, flowing through my eyes
Well, what was lacking from my side, that you decided to set apart
Tell, what shall I do so that you return
Don't blame yourself, to be honest, I'm more guilty in this matter
No matter how much the distance is, the closeness never goes down
Even I'm not around
Even if you leave me someday, I'll still be yours
Even if you leave me someday, I'll still be yours
✕
التعليقات
- قم بالدخول أو التسجيل لإضافة تعليق
Russia is waging a disgraceful war on Ukraine. قف مع أوكرانيا!
كيف يمكنك دعم أوكرانيا 🇺🇦 ❤️
Well, not the best mentality to follow but wording is nice.