Russland führt einen schändlichen Krieg gegen die Ukraine.     Stehen Sie an der Seite der Ukraine!
Teilen
Schriftgröße
Originaltext
Sprachen tauschen

ନାଁ ଟି ମୋ' ନାଁ ଟି

ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ' ନାଁ ଟି
ଜନମକାଳେ ଏନ୍ତୁଡ଼ିଶାଳେ
ମାଆ ଦେଇଥିଲେ କୁଆଁରୀ ଶଶୀ
ଅଲିଅଳି ଜେମା ସୁନା ପ୍ରତିମା
ଆଉ ପାହାନ୍ତି ପହର କୁଆଁତାରାଟି
ପାହାନ୍ତି ପହର କୁଆଁତାରାଟି
ମୋ' ନାଁ ଟି ମୋ'
 
ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ' ନାଁ ଟି
ଆଦର କରି ସେନେହ ଭରି
ବାପା ଦେଲେ ସୀତା ଗୀତା ଗାୟତ୍ରୀ
ସତୀ ସାବିତ୍ରୀ ସୁଗୁଣବତୀ
ଆଉ ଯୋଜନଗନ୍ଧା କନକଗାତ୍ରୀ
ଯୋଜନଗନ୍ଧା କନକଗାତ୍ରୀ
ମୋ' ନାଁ ଟି ମୋ
 
ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ' ନାଁ ଟି
ଝରା ହସରେ ପରିହାସରେ
ଜେଜେ ଦେଇଥିଲେ ବୁଲିବାଉତୀ
କୁନ୍ଦ ମରୁଆ ମୋ' ଗୁଞ୍ଜଫରୁଆ
ଆଉ ଯୁବାମନଭୁଲା ରସିକା ଟୋକି
ଯୁବାମନଭୁଲା ରସିକା ଟୋକି
 
ମୋ' ନାଁ ଟି ମୋ' ନାଁ ଟି
ମୋ' ନାଁ ଟି ମୋ'
 
Transliteration

Nām̐ ṭi mo' nām̐ ṭi

Mo' nām̐ ṭi mo' nām̐ ṭi
Mo' nām̐ ṭi mo' nām̐ ṭi
Janamakāl̤e entur̤iśāl̤e
Māā deithile kuām̐rī śaśī
Alial̤i jemā sunā pratimā
Āu pāhānti pahara kuām̐tārāṭi
Pāhānti pahara kuām̐tārāṭi
Mo' nām̐ ṭi mo'
 
Mo' nām̐ ṭi mo' nām̐ ṭi
Mo' nām̐ ṭi mo' nām̐ ṭi
Ādara kari seneha bhari
Bāpā dele sītā gītā gāẏatrī
Satī sābitrī suguṇabatī
Āu yojanagandhā kanakagātrī
Yojanagandhā kanakagātrī
Mo' nām̐ ṭi mo
 
Mo' nām̐ ṭi mo' nām̐ ṭi
Mo' nām̐ ṭi mo' nām̐ ṭi
Jharā hasare parihāsare
Jeje deithile bulibāutī
Kunda maruā mo' guñjapharuā
Āu yubāmanabhulā rasikā ṭoki
Yubāmanabhulā rasikā ṭoki
 
Mo' nām̐ ṭi mo' nām̐ ṭi
Mo' nām̐ ṭi mo'
 
Kommentare