Advertisements

ଚାଲ ସଖି ଆମ୍ଭେ ଦର୍ଶନ କରିବା (Chala sakhi ambhe darshana kariba) (Transliteration)

ଚାଲ ସଖି ଆମ୍ଭେ ଦର୍ଶନ କରିବା

ଚାଲ ସଖି ଆମ୍ଭେ ଦର୍ଶନ କରିବା
ଚାଲ ସଖି ଆମ୍ଭେ ଦର୍ଶନ କରିବା,ନୀଳଗିରି କାଳିଆକୁ
କେଉଁ ସୁରପତି ବେଶ କରିଅଛି, ଗିରିବର ତୋଳିଆକୁ
ସେ ଯେ ଶ୍ରୀମୁଖ ତୋରା, ଶିରେ ସୁନା ସୁତା କିରାକିରା
ସେ ଯେ ଶ୍ରୀମୁଖ ତୋରା, ସେ ଯେ ଶ୍ରୀମୁଖ ତୋରା
 
ଶ୍ୱେତ ପଦ୍ମ ଆଖି, ଦେଖିଲେ ଗୋ ସଖି
ଶ୍ୱେତ ପଦ୍ମ ଆଖି, ଦେଖିଲେ ଗୋ ସଖି, ଚିତ୍ତ କି ବାହୁଡ଼େ ଆଉ
କର୍ଣ୍ଣରେ କୁଣ୍ଡଳ, ଦିଶେ ଝଲଝଲ, କୌସ୍ତୁଭ ଦାଉଦାଉ
ସେ ଯେ ହିଆ ଵୃଷାଳ, ମିଶିବାର ବାରା ନିଧି ଫଳ
ସେ ଯେ ହିଆ ଵୃଷାଳ, ସେ ଯେ ହିଆ ଵୃଷାଳ
 
ଶଙ୍ଖ ଚକ୍ର ଗଦା ପଦ୍ମ, ମହାପ୍ରଭୁ
ଶଙ୍ଖ ଚକ୍ର ଗଦା ପଦ୍ମ, ମହାପ୍ରଭୁ , ଧରିଛନ୍ତି ଆଣ୍ଟ କରି
ଦୁଃସହ ଦୁର୍ଗତି ଗ୍ରହପୀଡ଼ା ମାନେ, ଆଉ କି ପସିବେ ଡରି
ସେ ଯେ ଦୟାସାଗର, ତାଙ୍କ ପଦ୍ମପାଦେ ଲୟ କର
ସେ ଯେ ଦୟାସାଗର, ସେ ଯେ ଦୟାସାଗର
 
ଶ୍ରୀପୁରୁଷୋତ୍ତମ ରହଣୀ କରିବା
ଶ୍ରୀପୁରୁଷୋତ୍ତମ ରହଣୀ କରିବା, ଖାଇବା ଛଡ଼ା ତୁଳସୀ
କହେ ସାଲବେଗ, ହରି ହେ, କହେ ସାଲବେଗ
ସିଂହଦ୍ୱାରଠାରେ ହୋଇଥିବା କ୍ଷେତ୍ରବାସୀ
ସେ ଯେ ଆରତ ତ୍ରାଣ, ତାଳ ଗଜକୁ ସିଂହ ପ୍ରାୟେଣ
ସେ ଯେ ଆରତ ତ୍ରାଣ, ଚାଲ ଚାଲ ପଶିବା ଶରଣ
ସେ ଯେ ଆରତ ତ୍ରାଣ, ତାଙ୍କ ପଦ୍ମପାଦେ ଲୟ କର
ସେ ଯେ ଆରତ ତ୍ରାଣ, ସେ ଯେ ଆରତ ତ୍ରାଣ, ସେ ଯେ ଆରତ ତ୍ରାଣ
 
Submitted by PrathameshPrathamesh on Sat, 17/04/2021 - 17:04
Transliteration
Align paragraphs

Chala sakhi ambhe darshana kariba

Cāla sakhi āmbhe darśana karibā
Cāla sakhi āmbhe darśana karibā,nīl̤agiri kāl̤iāku
Keum̐ surapati beśa kariachi, giribara tol̤iāku
Se ye śrīmukha torā, śire sunā sutā kirākirā
Se ye śrīmukha torā, se ye śrīmukha torā
 
Śveta padma ākhi, dekhile go sakhi
Śveta padma ākhi, dekhile go sakhi, citta ki bāhur̤e āu
Karṇṇare kuṇḍal̤a, diśe jhalajhala, kaustubha dāudāu
Se ye hiā vṛṣāl̤a, miśibāra bārā nidhi phal̤a
Se ye hiā vṛṣāl̤a, se ye hiā vṛṣāl̤a
 
Śaṅkha cakra gadā padma, mahāprabhu
Śaṅkha cakra gadā padma, mahāprabhu , dharichanti āṇṭa kari
Duḥsaha durgati grahapīr̤ā māne, āu ki pasibe ḍari
Se ye daẏāsāgara, tāṅka padmapāde laẏa kara
Se ye daẏāsāgara, se ye daẏāsāgara
 
Śrīpuruṣottama rahaṇī karibā
Śrīpuruṣottama rahaṇī karibā, khāibā char̤ā tul̤asī
Kahe sālabega, hari he, kahe sālabega
Siṃhadvāraṭhāre hoithibā kṣetrabāsī
Se ye ārata trāṇa, tāl̤a gajaku siṃha prāẏeṇa
Se ye ārata trāṇa, cāla cāla paśibā śaraṇa
Se ye ārata trāṇa, tāṅka padmapāde laẏa kara
Se ye ārata trāṇa, se ye ārata trāṇa, se ye ārata trāṇa
 
Thanks!

ଓଡ଼ିଆ ଗୀତିକାବ୍ୟ

Submitted by PrathameshPrathamesh on Sat, 17/04/2021 - 17:04
Comments
Read about music throughout history