Advertisements

ମୋ ପ୍ରେମର ନାୟିକା (Mo prema ra nayika) (Transliteration)

ମୋ ପ୍ରେମର ନାୟିକା

ମୋ ପ୍ରେମ କାହାଣୀର ତୁ ନାୟିକା
 
ମିଛରେ ହେଇଯା ଥରେ ମୋ ପ୍ରେମିକା
 
ତୋ ପ୍ରେମ କାହାଣୀର ମୁଁ ନାୟିକା
 
ମିଛରେ କାଇଁ ହେବି ତୋ ପ୍ରେମିକା
 
ଯଦି ଅଛି କିଛି ତୋର ମନରେ
 
କହିଦେ ଆସି ତୁ ମୋର ମନରେ
 
ଯଦି ଅଛି କିଛି ତୋର ମନରେ
 
କହିଦେ ଆସି ତୁ ମୋର ମନରେ
 
ହଁ, ମୋ ମନ, ଚାହେଁ ହବାକୁ ତୋ ପ୍ରେମିକା
 
ମୋ ପ୍ରେମ କାହାଣୀର ତୁ ନାୟିକା
 
ମିଛରେ ହେଇଯା ଥରେ ମୋ ପ୍ରେମିକା
 
ତୋ ପ୍ରେମ କାହାଣୀର ମୁଁ ନାୟିକା
 
ମିଛରେ କାଇଁ ହେବି ତୋ ପ୍ରେମିକା
 
ମୁଁ ପ୍ରେମ ବଗିଚାର ପ୍ରଜାପତି ହେଲେ
 
ବଗିଚା ମାଲିକ ତୁ
 
ଶୀତ ସକାଳର କୁହୁଡି ଭିତରେ
 
ସୁନେଲୀ ଖରା ଟେ ତୁ
 
ବରଫ ପରିକା ତରଳି ଯାଏ ମୁଁ
 
ଦେଖୁ ଦେଖୁ ତୋର ଦେହର ଛାଇକୁ
 
ହବାକୁ ଚାହେଁ ମୁଁ ତୋ ପ୍ରେମିକା
 
ମୋ ପ୍ରେମ କାହାଣୀର ତୁ ନାୟିକା
 
ମିଛରେ ହେଇଯା ଥରେ ମୋ ପ୍ରେମିକା
 
ତୋ ପ୍ରେମ କାହାଣୀର ମୁଁ ନାୟିକା
 
ମିଛରେ କାଇଁ ହେବି ତୋ ପ୍ରେମିକା
 
ହଁ, ନଟଖଟ ମୋ ମନ, ଚଗଲାମି ଖୋଜୁଥାଏ
 
ଚାହିଁ ତୁ ଦେଲେ, ନିରୀହ ସେ ସାଜି ଯାଏ
 
ରଖିବାକୁ ମୁଁ ଚାହେଁ, ହଁ ତୋ ହସ ମୋତିକୁ
 
ଗଢ଼ି ଗୋଟେ ଶାମୁକା
 
ତୋ ପ୍ରେମ କାହାଣୀର ମୁଁ ନାୟିକା
 
ହେବି ମୁଁ ଆଜି ସତରେ ତୋ ପ୍ରେମିକା
 
ମୋ ପ୍ରେମ କାହାଣୀର ତୁ ନାୟିକା
 
ରଖିବି ସଜେଇ ତୋତେ ମୋ ପ୍ରେମିକା
 
Submitted by PrathameshPrathamesh on Mon, 30/11/2020 - 12:57
Last edited by IceyIcey on Sun, 07/03/2021 - 14:51
Transliteration
Align paragraphs

Mo premara nāẏikā

Mo prema kāhāṇīra tu nāẏikā
 
Michare heiyā thare mo premikā
 
To prema kāhāṇīra mum̐ nāẏikā
 
Michare kāim̐ hebi to premikā
 
Yadi achi kichi tora manare
 
Kahide āsi tu mora manare
 
Yadi achi kichi tora manare
 
Kahide āsi tu mora manare
 
Ham̐, mo mana, cāhem̐ habāku to premikā
 
Mo prema kāhāṇīra tu nāẏikā
 
Michare heiyā thare mo premikā
 
To prema kāhāṇīra mum̐ nāẏikā
 
Michare kāim̐ hebi to premikā
 
Mum̐ prema bagicāra prajāpati hele
 
Bagicā mālika tu
 
Śīta sakāl̤ara kuhuḍi bhitare
 
Sunelī kharā ṭe tu
 
Barapha parikā taral̤i yāe mum̐
 
Dekhu dekhu tora dehara chāiku
 
Habāku cāhem̐ mum̐ to premikā
 
Mo prema kāhāṇīra tu nāẏikā
 
Michare heiyā thare mo premikā
 
To prema kāhāṇīra mum̐ nāẏikā
 
Michare kāim̐ hebi to premikā
 
Ham̐, naṭakhaṭa mo mana, cagalāmi khojuthāe
 
Cāhim̐ tu dele, nirīha se sāji yāe
 
Rakhibāku mum̐ cāhem̐, ham̐ to hasa motiku
 
Gar̤hi goṭe śāmukā
 
To prema kāhāṇīra mum̐ nāẏikā
 
Hebi mum̐ āji satare to premikā
 
Mo prema kāhāṇīra tu nāẏikā
 
Rakhibi sajei tote mo premikā
 
Thanks!

ଓଡ଼ିଆ ଗୀତିକାବ୍ୟ

Submitted by PrathameshPrathamesh on Fri, 24/09/2021 - 12:52
Comments
Read about music throughout history