Sriman Surdas (OST) - ଚିପୁଡ଼ି ଦେଲୁ ଦିଲ୍ ଟା (Chipudi delu dil ta)

Odia
A A

ଚିପୁଡ଼ି ଦେଲୁ ଦିଲ୍ ଟା (Chipudi delu dil ta)

ରଙ୍ଗବତୀ ମୋର କନକ ଲତା
ରଙ୍ଗବତୀ ମୋର କନକ ଲତା
ସୁଇଟି ସୁଇଟି କହିଲୁ କଥା
ରିଚାର୍ଜ ହେଇ ଗଲା ମନ୍‌ଟା ରେ ମନ୍‌ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଲାଜେ ଲାଜେ ନଇଁ ଯାଉଚି ମଥା ମଥା ..ମଥା
ଲାଜେ ଲାଜେ ନଇଁ ଯାଉଚି ମଥା
ଦେଇଦେରେ ତୋର ନାଁମ ପତା
ତୁମୋର ନାଲି ପାନ କୁଇନ୍‌ ଟାରେ ..କୁଇନ୍‌ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଆଲୋ ନବୀନ ବୟସୀ ବାଳା ଆଉ ଦେନାହିଁ ପ୍ରେମଜ୍ୱାଳା
ତତେ ଦେଖି ମୋର ଛାତି ତଳେ ବାଜେ ହର୍ନଟାରେ ..ହର୍ନଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଆରେ ଲବଙ୍ଗ ଲତା ଗଜମୁକୁତା
ଲବଙ୍ଗ ଲତା ଗଜମୁକୁତା ଚେହେରା ନୁଆଁ ଚିଡ଼ିଆ
ଚଗଲି ମୋତେ ଯାଦୁ କାଲୁତୁ ଲାଗୁଚୁ ଭାରି ବଢିଆ
ସୋଢା ବୋତଲ ଖୋଲିଲେ ବେବି ସାଉଣ୍ଡୁ ହୁଏ ଯେମିତି
ତୋରି ପାଇଁ ମନ ଭିତର ହୋଉଛି ଖାଲି ସେମିତି
ଆଲୋ ଚହଟ ଚିକଣ ଗୋରୀ ଟିକେ ଲବେଇଦେ ଲଭଷ୍ଟୋରୀ
ତୋ ସାଥେ ଘଟିବ ରୋମାଂଟିକ ସିନ୍‌ଟା ରେ ସିନ୍‌ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
 
Submitted by swedensourswedensour on Tue, 16/04/2019 - 00:49
Last edited by ltlt on Tue, 16/04/2019 - 08:39
Submitter's comments:

this song is in the Odia language

Thanks!thanked 1 time

 

Advertisements
Video
Comments