Russia is waging a disgraceful war on Ukraine.     Stand With Ukraine!
  • Sriman Surdas (OST)

    ଚିପୁଡ଼ି ଦେଲୁ ଦିଲ୍ ଟା (Chipudi delu dil ta)

Share
Font size
Original

ଚିପୁଡ଼ି ଦେଲୁ ଦିଲ୍ ଟା (Chipudi delu dil ta) lyrics

ରଙ୍ଗବତୀ ମୋର କନକ ଲତା
ରଙ୍ଗବତୀ ମୋର କନକ ଲତା
ସୁଇଟି ସୁଇଟି କହିଲୁ କଥା
ରିଚାର୍ଜ ହେଇ ଗଲା ମନ୍‌ଟା ରେ ମନ୍‌ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଲାଜେ ଲାଜେ ନଇଁ ଯାଉଚି ମଥା ମଥା ..ମଥା
ଲାଜେ ଲାଜେ ନଇଁ ଯାଉଚି ମଥା
ଦେଇଦେରେ ତୋର ନାଁମ ପତା
ତୁମୋର ନାଲି ପାନ କୁଇନ୍‌ ଟାରେ ..କୁଇନ୍‌ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଆଲୋ ନବୀନ ବୟସୀ ବାଳା ଆଉ ଦେନାହିଁ ପ୍ରେମଜ୍ୱାଳା
ତତେ ଦେଖି ମୋର ଛାତି ତଳେ ବାଜେ ହର୍ନଟାରେ ..ହର୍ନଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା ..
ଆରେ ଲବଙ୍ଗ ଲତା ଗଜମୁକୁତା
ଲବଙ୍ଗ ଲତା ଗଜମୁକୁତା ଚେହେରା ନୁଆଁ ଚିଡ଼ିଆ
ଚଗଲି ମୋତେ ଯାଦୁ କାଲୁତୁ ଲାଗୁଚୁ ଭାରି ବଢିଆ
ସୋଢା ବୋତଲ ଖୋଲିଲେ ବେବି ସାଉଣ୍ଡୁ ହୁଏ ଯେମିତି
ତୋରି ପାଇଁ ମନ ଭିତର ହୋଉଛି ଖାଲି ସେମିତି
ଆଲୋ ଚହଟ ଚିକଣ ଗୋରୀ ଟିକେ ଲବେଇଦେ ଲଭଷ୍ଟୋରୀ
ତୋ ସାଥେ ଘଟିବ ରୋମାଂଟିକ ସିନ୍‌ଟା ରେ ସିନ୍‌ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା
 

 

Comments