Advertisements

ବାଇ ଚଢ଼େଇ (Tate Mo Raana Bai Chadhei) (English translation)

ବାଇ ଚଢ଼େଇ

ତୋତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ
ତୁ କାହାରିକୁ ବେଶୀ ଭଲପାଇବୁ ନାହିଁ
ତୋତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ
ତୁ କାହାରିକୁ ବେଶୀ ଭଲପାଇବୁନି
ଭୋକ ହଉଥିଲେ ଖାଇପାରିବୁନି, ନିଦ ଲାଗୁଥିଲେ ଶୋଇପାରିବୁନି
ଯେତେ ଭାବୁଥିଲେ କଥା ସରିବନି, ଯେତେ ବାଧୁଥିଲେ କରିପାରିବୁନି
ଭଲପାଇ ମୋ ପରି, ଭଲପାଇ ମୋ ପରି, ହୋଇବୁ ନାହିଁ
ତୋତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ
ତୁ କାହାରିକୁ ବେଶୀ ଭଲପାଇବୁ ନାହିଁ
 
ବଞ୍ଚିବାର ମାନେ ତ ଭଲପାଇବା, ବେଶୀ ଭଲପାଇବାରେ ଅଡୁଆ
ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼, ଭାଙ୍ଗିଯାଏ ସପନର କୁଡ଼ିଆ
ବଞ୍ଚିବାର ମାନେ ତ ଭଲପାଇବା, ବେଶୀ ଭଲପାଇବାରେ ଅଡୁଆ
ସଞ୍ଜବେଳେ ଜହ୍ନକୁ ରାତିରେ ଝଡ଼, ଭାଙ୍ଗିଯାଏ ସପନର କୁଡ଼ିଆ
ଦୋଷ ଦେଖୁଥିଲେ ନିନ୍ଦି ପାରିବୁନି, ଲୁହ ଆସୁଥିଲେ କାନ୍ଦିପାରିବୁନି
ଜଳି ମରୁଥିବୁ ଭୁଲିପାରିବୁନି, ବିଷ ଧରିଥିବୁ ପିଇପାରିବୁନି
ଭଲପାଇ ମୋ ପରି, ଭଲପାଇ ମୋ ପରି, ହୋଇବୁ ନାହିଁ
ତୋତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ
ତୁ କାହାରିକୁ ବେଶୀ ଭଲପାଇବୁ ନାହିଁ
 
ଜୀବନର ମାନେ ତ ମହାନାଟକ, ଅଭିନୟ କରିବୁନି କାହିଁକି
ପ୍ରେମ ଏକ କାହାଣୀ ଭାରି ପୁରୁଣା, ଚଢ଼େଇ ଲୋ ତୋତେ ଜଣା ନାହିଁକି
ଜୀବନର ମାନେ ତ ମହାନାଟକ, ଅଭିନୟ କରିବୁନି କାହିଁକି
ପ୍ରେମ ଏକ କାହାଣୀ ଭାରି ପୁରୁଣା, ଚଢ଼େଇ ଲୋ ତୋତେ ଜଣା ନାହିଁକି
ଗଛ ପାଉଥିବୁ ବସା ବାନ୍ଧିବୁନି, ଉଡ଼ି ଯାଉଥିବୁ ମନ ଛନ୍ଦିବୁନି
ନଈ ଦେଖୁଥିବୁ ଦେହ ଧୋଇବୁନି, ଫାଶ ଦେଖୁଥିବୁ ପାଦ ଥୋଇବୁନି
ଭଲପାଇ ମୋ ପରି, ଭଲପାଇ ମୋ ପରି, ହୋଇବୁ ନାହିଁ
ତୋତେ ମୋ ରାଣ ଦେଲି ଆଲୋ ବାଇ ଚଢ଼େଇ
ତୁ କାହାରିକୁ ବେଶୀ ଭଲପାଇବୁ ନାହିଁ
 
Submitted by PrathameshPrathamesh on Thu, 16/09/2021 - 09:08
English translationEnglish
Align paragraphs

Weaver bird

Swear on me, oh weaver bird
You won't love anyone too much
Swear on me, oh weaver bird
You won't love anyone too much
You can't eat when you're hungry, can't sleep when feeling sleepy
The thoughts won't end at all, can't do anything if it hurts
Don't be like me, don't be like me after falling in love
Swear on me, oh weaver bird
You won't love anyone too much
 
Living is loving but excess of it creates problems
Moon in the evening and storm in the night,the house of dreams gets shattered
Living is loving but excess of it creates problems
Moon in the evening and storm in the night,the house of dreams gets shattered
You can't blame upon seeing fault, can't cry when your eyes tear up
You'll just burn and won't forget, you may want to end it all but can't
Don't be like me, don't be like me after falling in love
Swear on me, oh weaver bird
You won't love anyone too much
 
Life is a huge drama stage, why not act
Love is a very ancient story, why are you not aware of it, oh bird
Life is a huge drama stage, why not act
Love is a very ancient story, why are you not aware of it, oh bird
Don't cling to every tree you find, just fly, don't attach your mind
Don't wash yourself in every water body, never lay feet in a trap
Don't be like me, don't be like me after falling in love
Swear on me, oh weaver bird
You won't love anyone too much
 
Thanks!

ଓଡ଼ିଆ ଗୀତିକାବ୍ୟ

Submitted by PrathameshPrathamesh on Thu, 16/09/2021 - 13:45
Author's comments:

This song was a big hit in 2000. I remember I was in my mom's house, my maternal grandpa had a CD player where he'd play this song early in the morning.

Translations of "ବାଇ ଚଢ଼େଇ (Tate Mo ..."
English Prathamesh
Comments
Read about music throughout history