Publicités

ଶର୍ମିଲୀ (Sharmili) (traduction en anglais)

ଶର୍ମିଲୀ

ମୋ ପାଇଁ ଏ ପ୍ରେମ ତୋର, ଦାମୀ ଗୋଟେ ଉପହାର
ମୋ ପାଇଁ ଏ ପ୍ରେମ ତୋର, ଦାମୀ ଗୋଟେ ଉପହାର
ତୋ ପାଇଁ ମନରେ, ଖୁସିର ଲହରୀ
ସପନ ନଈରେ, ଯାଏଁ ମୁଁ ପହଁରି
ତୋତେ ପାଇ ସବୁ ଭୁଲିଯାଏ ମୁଁ ଆଜିକାଲି
ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି

କହିଦେ ହେଲୁ ତୁ ଭଲ କାଇଁ ଏତେ , ମନରେ ଲୁଚେଇ ରଖିଦେଲି ତୋତେ

ମେଘକୁ କହିଛି, ବରଷିବୁ କାଲି , ତୋ ସାଥିରେ ଟିକେ ଭିଜିବି ମୁଁ ବୋଲି
ଭିଜିବୁ କି ନା କହିଦେ ତୁ ଓଠ ଖୋଲି
ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
 
ଯେବେଠୁଁ ତୋ ପାଖେ ଅଟକିଛି ପାଦ, ସବୁଠିଁ ଶୁଭୁଛି ତୋ ନାଁ ଶବଦ

ତୋତେ ମୁଁ କାହିଁକି ହୁଏ ଏତେ ଖୋଜି, ଜାଣିଛୁ ଯଦି ତୁ କହିଦେ ରେ ଆଜି
ଲାଗୁଛି ତୋ ପାଇଁ ଜିଇଁବାର ରାହା ପାଇଗଲି
ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
ହାଏ ରେ ଶର୍ମିଲୀ, ଅସିଛୁ ତୁ ବୋଲି, ଦୁନିଆ ଲାଗେ ରଙ୍ଗୋଲି ରଙ୍ଗୋଲି
 
Publié par PrathameshPrathamesh Dim, 09/05/2021 - 09:55
traduction en anglaisanglais
Aligner les paragraphes

Shy

This love of yours for me, it's an expensive gift

For you, in my heart, a wave of happiness
In the river of dreams, I go away swimming
These days I've forgotten everything after getting you
Oh shy girl, as you've come, the world seems so colorful

Tell me, why you're so good, I've hid you in my heart

I've told the clouds to rain, as I want to get drenched in rain a bit
Move your lips and tell me if you want it or not
Oh shy girl, as you've come, the world seems so colorful
Oh shy girl, as you've come, the world seems so colorful
 
Since my feet have stopped by you,I hear your name and sound everywhere

Why do I look for you so much, if you know the answer, please tell me
Looks like I've finally got a way to live for you
Oh shy girl, as you've come, the world seems so colorful
Oh shy girl, as you've come, the world seems so colorful
 
Merci !

ଓଡ଼ିଆ ଗୀତିକାବ୍ୟ

Publié par PrathameshPrathamesh Dim, 09/05/2021 - 12:51
Commentaires
Read about music throughout history