A Rússia está travando uma guerra desgraçada contra a Ucrânia.     Ajude a Ucrânia!
Compartilhar
Tamanho da fonte
Letras originais
Swap languages

ଯାଅ ତୁମ୍ଭେ ନନ୍ଦ କହ୍ନାଇ

ଯାଅ ତୁମ୍ଭେ ନନ୍ଦ କହ୍ନାଇ, ମୋ ନାମେ ମୁରଲୀ ବାଇବନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ, ମୋ ନାମେ ମୁରଲୀ ବାଇବନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ
 
ଶିରରେ ତୁମ୍ଭର ମୟୁର ପୁଚ୍ଛ, ବାଁମେ ଆଉ ଯାଇ ବାନ୍ଧିବ ନାହିଁ
ଶିରରେ ତୁମ୍ଭର ମୟୁର ପୁଚ୍ଛ, ବାଁମେ ଆଉ ଯାଇ ବାନ୍ଧିବ ନାହିଁ
ବାଁମେ ଆଉ ଯାଇ ବାନ୍ଧିବ ଯେମନ୍ତେ
ବାଁମେ ଆଉ ଯାଇ ବାନ୍ଧିବ ଯେମନ୍ତେ
ପୁଞ୍ଜା ପୁଞ୍ଜା ମଲ୍ଲି ଖଞ୍ଜିବ ନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ, ମୋ ନାମେ ମୁରଲୀ ବାଇବନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ
 
ପୟରେ ତୁମ୍ଭର ରତ୍ନ କଠଉ, ଧୀରାଧୀର ହୋଇ ଚାଲିବ ନାହଁ
ପୟରେ ତୁମ୍ଭର ରତ୍ନ କଠଉ, ଧୀରାଧୀର ହୋଇ ଚାଲିବ ନାହଁ
ଧୀରାଧୀର ହୋଇ ଚାଲିବ ଯେମନ୍ତେ
ଧୀରାଧୀର ହୋଇ ଚାଲିବ ଯେମନ୍ତେ
ପିତାମ୍ବର ଖଦି ପିନ୍ଧିବି ନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ, ମୋ ନାମେ ମୁରଲୀ ବାଇବନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ
 
ନାଚି ନାଚି ଆସୁଥାନ୍ତି ନାନା ରଙ୍ଗେ, ତହିଁ କି ଗୋପିକା ହୋଇଲେ ବାଇ
କହେ ସାଲବେଗ ଜାତିରେ ଯବନ
କହେ ସାଲବେଗ ଜାତିରେ ଯବନ
ରାଧାକୃଷ୍ଣ ପାଦ ହୃଦରେ ଧ୍ୟାୟି
ଯାଅ ତୁମ୍ଭେ ନନ୍ଦ କହ୍ନାଇ, ମୋ ନାମେ ମୁରଲୀ ବାଇବନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ, ମୋ ନାମେ ମୁରଲୀ
ମୋ ନାମେ ମୁରଲୀ ବାଇବନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ
 
Tradução

Go away, Oh Krishna

Go away, Oh Krishna, don't play flute in my name
Go away, Oh Krishna, don't play flute in my name
Go away, Oh Krishna
 
Don't put the peacock-tail on the left side of your head
Don't put the peacock-tail on the left side of your head
And if you tie it on the left side
And if you tie it on the left side
Then don't put too many jasmine flowers
Go away, Oh Krishna, don't play flute in my name
Go away, Oh Krishna
 
While having a gem studded slipper on your feet, don't walk slowly
While having a gem studded slipper on your feet, don't walk slowly
And if you walk slowly
And if you walk slowly
Don't wear the yellow robe 1
Go away, Oh Krishna, don't play flute in my name
Go away, Oh Krishna
 
The Gopis2 are dancing in various styles, have they all gone mad
Says Salabega, I'm a Yavana 3 by caste 4
Says Salabega, I'm a Yavana by caste
While fixing his heart at the holy feet of Radhakrishna
Go away, Oh Krishna, don't play flute in my name
Go away, Oh Krishna, flute in my name
Don't play flute in my name
Go away, Oh Krishna
 
  • 1. Pitambara is one of the various names for Krishna because Krishna wears a yellow robe and Pita=Yellow, Aambara=Garment in sanskrit
  • 2. Gopis are famous within Vaishnavism for their unconditional devotion (Bhakti) to Krishna as described in the Bhagavata Purana and other Puranic literature
  • 3. Yavana is used to describe mostly Muslims and Christians, basically non-Indic people, Salabega's father was a Muslim, that's why he was considered a Yavana
  • 4. Salabega tends to finish his poems with this classic line i.e. Says Salabega, I'm a Yavana by birth
"ଯାଅ ତୁମ୍ଭେ ନନ୍ଦ ..." está nas coleções:
Comentários