✕
Kontrol edilmesi talep edildi
Orijinal şarkı sözleri
ବେଳ ଥାଉ ଚେତ ରେ ଭାଇ
ବେଳ ଥାଉ ଚେତ ରେ ଭାଇ
ବେଳ ଥାଉ ଚେତ ରେ ଭାଇ
ଘୁଞ୍ଚାଇ ଦେ ତୋ ସପନ ଛାଇ
ବେଳ ଥାଉ ଚେତ ରେ ଭାଇ
ନଥିଲା ନୁହଇ ନହେବ ଗରିବ
ଏଇ ତୋ ଘର, ତୋ ଗାଁ, ଭୂଇଁ
ବଣ ବୁଦା ତଳେ ସାଇତା ଖମାର
ବଣ ବୁଦା ତଳେ ସାଇତା ଖମାର
ତୋ ଆଖିରେ ଆଜି ପଡ଼େ କି ନାହିଁ
ତୋ ଆଖିରେ ଆଜି ପଡ଼େ କି ନାହିଁ
ବେଳ ଥାଇ ଚେତ ରେ ଭାଇ
ବେଳ ଥାଇ ଚେତ ରେ ଭାଇ
ଏଇ ମହାନଦୀ କୁଳ ଖାଇ ଯାହା
ତୋ ଦେହ କଲାଣି ପଦା
କାଲିକି ଦେଖିବୁ ଏଇ କରଣୀରେ
କାଲିକି ଦେଖିବୁ ଏଇ କରଣୀରେ
ହୋଇଥିବ ବେକ ବନ୍ଧା
ପରଖି ରହିଥା ପଥ ଛାଡ଼ି ପଥ
ହୁଡ଼ିଲେ ଭେଳା ଟି ଯିବ ମେଳାଇ
ବେଳ ଥାଇ ଚେତ ରେ ଭାଇ
ବେଳ ଥାଇ ଚେତ ରେ ଭାଇ
ବିଶାଳ ଉତ୍କଳ କୋଳରେ ଯେଣିକି
ଯାହା ସବୁ ଆପଣାର
ବଣିଜ ବେଉସା କଳଯୁଗରେ ତୁ
ବଣିଜ ବେଉସା କଳଯୁଗରେ ତୁ
ଯୋଡ଼ିହୁଅ ଅଭିସାର
ନୀଳଚକ୍ର ତଳେ ସମାନ ସଭିଏଁ
ପତିତପାବନ ବାନା ଉଡ଼ଇ
ବେଳ ଥାଇ ଚେତ ରେ ଭାଇ
ବେଳ ଥାଇ ଚେତ ରେ ଭାଇ
ଏଇ ତୋର ରାତି ପାଇଛି ରେ ଛାତି
ଟାଣ କରି ପଣ କର
ମା ମାଟି ତୋର ଦୁନିଆ ଭିତରେ
ନାଁ ରଖିଯାଅ ତାର
ମଉକା ଛାଡ଼ିଲେ ନୌକା ତୋହର
ମଉକା ଛାଡ଼ିଲେ ନୌକା ତୋହର
ବୁଡ଼ିଯିବ ବାବୁ ନହୁଅ ବାଇ
ବେଳ ଥାଇ ଚେତ ରେ ଭାଇ
ବେଳ ଥାଇ ଚେତ ରେ ଭାଇ
Prathamesh tarafından 2022-01-18 tarihinde eklendi.
Harf Çevirisi
Bel̤a thāu ceta re bhāi
Bel̤a thāu ceta re bhāi
Bel̤a thāu ceta re bhāi
Ghuñcāi de to sapana chāi
Bel̤a thāu ceta re bhāi
Nathilā nuhaï naheba gariba
Ei to ghara, to gām̐, bhūim̐
Baṇa budā tal̤e sāitā khamāra
Baṇa budā tal̤e sāitā khamāra
To ākhire āji par̤e ki nāhim̐
To ākhire āji par̤e ki nāhim̐
Bel̤a thāi ceta re bhāi
Bel̤a thāi ceta re bhāi
Ei mahānadī kul̤a khāi yāhā
To deha kalāṇi padā
Kāliki dekhibu ei karaṇīre
Kāliki dekhibu ei karaṇīre
Hoithiba beka bandhā
Parakhi rahithā patha chār̤i patha
Hur̤ile bhel̤ā ṭi yiba mel̤āi
Bel̤a thāi ceta re bhāi
Bel̤a thāi ceta re bhāi
Biśāl̤a utkal̤a kol̤are yeṇiki
Yāhā sabu āpaṇāra
Baṇija beusā kal̤ayugare tu
Baṇija beusā kal̤ayugare tu
Yor̤ihua abhisāra
Nīl̤acakra tal̤e samāna sabhiem̐
Patitapābana bānā ur̤aï
Bel̤a thāi ceta re bhāi
Bel̤a thāi ceta re bhāi
Ei tora rāti pāichi re chāti
Ṭāṇa kari paṇa kara
Mā māṭi tora duniā bhitare
Nām̐ rakhiyāa tāra
Maükā chār̤ile naukā tohara
Maükā chār̤ile naukā tohara
Bur̤iyiba bābu nahua bāi
Bel̤a thāi ceta re bhāi
Bel̤a thāi ceta re bhāi
✕
Singhari Shyamasundar Kara: En İyi 3
1. | ଦୀନବାନ୍ଧବ ଦୈତାରୀ (Dīnabāndhaba daitārī) |
2. | କ୍ଷମାନୁକମ୍ପାଧର ହେ (Kshyamanukampadhara He) |
3. | ବେଳ ଥାଉ ଚେତ ରେ ଭାଇ (Bela Thai Chetare Bha) |
Yorumlar
- Yorum yazmak için giriş yapın veya kayıt olun
Russia is waging a disgraceful war on Ukraine. Ukrayna'nın Yanında Olun!