Pedro Capó

Calma - Übersetzung auf Odia

Originaltext
Übersetzung

Calma

ଶାନ୍ତ

ଚାରୋଟି ଆଲିଙ୍ଗନ ଓ ଗୋଟେ କଫି
ମୁଁ ଅତିକଷ୍ଟରେ ଉଠିଲି
ତମକୁ ଦେଖିଲା ପରେ ମନେ ପଡିଲା
କି ମୁଁ ସବୁକିଛି ପଇସାରିଛି
 
ତମ ହାତ ମୋ ହାତରେ
ସବୁଠାରୁ ଖସି ପଳାଇଯିବା
ସାଙ୍ଗ ହେଇ, ସୂର୍ଯ୍ୟାସ୍ତ ଦେଖିବା ପାଇଁ
 
ଚାଲ ସମୁଦ୍ରକୂଳକୁ ଜୀବ
ଆତ୍ମାକୁ ଉପସମ ଦେବା ପାଇଁ
ମୋବାଇଲ ସବୁ ଛାଡ
କାମ ସବୁ ଛାଡ
ସମଗ୍ର କ୍ୟାରିବିଆନ ସାଗର
ତମ ଅଣ୍ଟା ଦେଖୁଛି
ତମ ନିଜ ସାଙ୍ଗେ ଖେଳୁଛ
ତମେ ଅଳିଆ ଲୋକ ଟେ
ଆଉ ଏଇଟା ହିଁ ମୋତେ ପସନ୍ଦ ଆସେ
 
ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ
ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ
 
ବାଲିକୁ ନିଜ ଗୋଡ଼ରେ ଅନୁଭବ କରିବା ପାଇଁ
ସୂର୍ଯ୍ୟ ଦ୍ଵାରା ନିଜ ଚର୍ମ ରଙ୍ଗେଇବା ପାଇଁ
ପିଲାଙ୍କ ପରି ଖେଳିବା ପାଇଁ, ସ୍ନେହ କରିବା ପାଇଁ
ଯେବେ ମୁଁ ତମକୁ ପ୍ରଥମେ ଦେଖିଥିଲି
ତେବେ ମୁଁ ଜାଣିଯାଇଥିଲି ଯେ ତମେ ମୁଁ ତମ ଅଧୀନରେ ହେବି
ଯେବେ ପରସ୍ପରକୁ ଛୁଇଁଲେ
 
ତମ ହାତ ଓ ମୋ ହାତ
ସବୁଠାରୁ ଖସି ପଳାଇଯିବା
ସାଙ୍ଗ ହେଇ, ସୂର୍ଯ୍ୟାସ୍ତ ଦେଖିବା ପାଇଁ
 
ଚାଲ ସମୁଦ୍ରକୂଳକୁ ଜୀବ
ଆତ୍ମାକୁ ଉପସମ ଦେବା ପାଇଁ
ମୋବାଇଲ ସବୁ ଛାଡ
କାମ ସବୁ ଛାଡ
ସମଗ୍ର କ୍ୟାରିବିଆନ ସାଗର
ତମ ଅଣ୍ଟା ଦେଖୁଛି
ତମ ନିଜ ସାଙ୍ଗେ ଖେଳୁଛ
ତମେ ଅଳିଆ ଲୋକ ଟେ
 
ଚାଲ ସମୁଦ୍ରକୂଳକୁ ଜୀବ
ଆତ୍ମାକୁ ଉପସମ ଦେବା ପାଇଁ
ମୋବାଇଲ ସବୁ ଛାଡ
କାମ ସବୁ ଛାଡ
ସମଗ୍ର କ୍ୟାରିବିଆନ ସାଗର
ତମ ଅଣ୍ଟା ଦେଖୁଛି
ତମ ନିଜ ସାଙ୍ଗେ ଖେଳୁଛ
ତମେ ଅଳିଆ ଲୋକ ଟେ
ଆଉ ଏଇଟା ହିଁ ମୋତେ ପସନ୍ଦ ଆସେ
 
ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ
ଧୀରେ ଓ ଆନନନ୍ଦରେ, ମୁହଁ ପବନ ଆଡ଼କୁ
 
ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା
କାରଣ ଯେବେ ଆମେ ସାଥେ ଚାଲୁଛୁ ତେବେ କୌଣସି ଜିନିଷ ଊଣା ନାହିଁ
ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା
କାରଣ ଯେବେ ଆମେ ସାଥେ ନାଚୁଛୁ ତେବେ କୌଣସି ଜିନିଷ ଊଣା ନାହିଁ
ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା
କାରଣ ଯେବେ ଆମେ ସାଥେ ଚାଲୁଛୁ ତେବେ କୌଣସି ଜିନିଷ ଊଣା ନାହିଁ
ଶାନ୍ତ, ହେଇଯା, ଜୀବନ, ଶାନ୍ତ ହେଇଯା
କାରଣ ଯେବେ ଆମେ ସାଥେ ନାଚୁଛୁ ତେବେ କୌଣସି ଜିନିଷ ଊଣା ନାହିଁ
Du kannst dem Ersteller danken, indem du auf diesen Button klickst.
expand collapse Übersetzungsdetails
Amit_4563Amit_4563
hinzugefügt am 25 Sep 2021 - 10:25
Melde dich an oder registriere dich, um einen Kommentar zu schreiben.
Anmelden Anmelden Nutzer Registrieren

Hilf mit beim Übersetzen