Humane Sagar

ତୋ ପ୍ରେମ - الترجمة الحرفية

يؤدى الأغنية أيضا::
كلمات أصلية
الترجمة

ତୋ ପ୍ରେମ

ଦେଖି ତୋତେ ହାଏ କାଇଁ, ଏ ମନ ବୁଝେନା
ଦିନ ଆସେ ରାତି ଆସେ, ହେଲେ ସ୍ୱପ୍ନ ସରେନା
ଦେଖି ତୋତେ ହେଁ କାଇଁ, ଏ ମନ ବୁଝେନା
ଦିନ ଆସେ ରାତି ଆସେ, ହେଲେ ସ୍ବପ୍ନ ସରେନା
ହଁ ଏମିତି ତୁ ଚାହିଁଦେଲୁ, ଚାହାଁଣୀରେ ମାରିଦେଲୁ
ତୋ ବିନା ଏ ମନ ଆଉ କିଛି ଚାହେଁନା
ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା
ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା
 
ଓଃ ଧୀରେ ଧୀରେ ଆସି ଛୁଇଁଗଲୁ ତୁ ମୋତେ, ଅଜାଣତେ
କସ୍ତୁରୀ ପରି ବସେ ତୋ ପ୍ରେମ, ଆସ୍ତେ ଆସ୍ତେ
ପାଗଳ ମୁଁ ହେଇଗଲି, ଦିବାନା ମୁଁ ହେଇଗଲି
ହୋ ଏମିତି ତୁ ଛୁଇଁଦେଲୁ, ସାତରାଙ୍ଗ ଲଗେଇଲୁ
ତୋ ବିନା ଏ ଆଖି ଆଉ କିଛି ଦେଖେନା
ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା
ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା
 
ଚୁପି ଚୁପି ଆସି କହିଗଲୁ ତୁ ମୋତେ, ସବୁକିଛି
ଇନ୍ଦ୍ରଧନୁ ପରି ପ୍ରେମ ହାଏ ତୋର, ଝଲସୁଛି
ଋତୁ ହେଲେ, ତୁ ଫେରିଲୁ
ପ୍ରେମ ରଙ୍ଗ, ଲଗେଇଲୁ
ହାଁ ଏମିତି ତୁ ରାଗିଗଲୁ, ପ୍ରେମଛିଟା ଛାଟିଦେଲୁ
ତୋ ବିନା ଏ ମନ ଆଉ କିଛି ବୁଝେନା
ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା
ତୋ ପ୍ରେମ ଜିଇଁବାର ଖାଲି ଗୋଟେ ବାହାନା
 

To prema

Dekhi tote hāe kāim̐, e mana bujhenā
Dina āse rāti āse, hele svapna sarenā
Dekhi tote hem̐ kāim̐, e mana bujhenā
Dina āse rāti āse, hele sbapna sarenā
Ham̐ emiti tu cāhim̐delu, cāhām̐ṇīre māridelu
To binā e mana āu kichi cāhem̐nā
To prema jiim̐bāra khāli goṭe bāhānā
To prema jiim̐bāra khāli goṭe bāhānā
 
Oḥ dhīre dhīre āsi chuim̐galu tu mote, ajāṇate
Kasturī pari base to prema, āste āste
Pāgal̤a mum̐ heigali, dibānā mum̐ heigali
Ho emiti tu chuim̐delu, sātarāṅga lageilu
To binā e ākhi āu kichi dekhenā
To prema jiim̐bāra khāli goṭe bāhānā
To prema jiim̐bāra khāli goṭe bāhānā
 
Cupi cupi āsi kahigalu tu mote, sabukichi
Indradhanu pari prema hāe tora, jhalasuchi
Ṛtu hele, tu pherilu
Prema raṅga, lageilu
Hām̐ emiti tu rāgigalu, premachiṭā chāṭidelu
To binā e mana āu kichi bujhenā
To prema jiim̐bāra khāli goṭe bāhānā
To prema jiim̐bāra khāli goṭe bāhānā
 
expand collapse Translation details
Prathamesh Prathamesh
submitted on 29 مارس 2021 - 08:02
Give a shoutout to Prathamesh