Favorites
Share
Font Size
Original lyrics
Swap languages

ଦେଖା ଗୋ ରାଧାମାଧବ ଚାଲି

ଦେଖ ଗୋ,ଆଗୋ ସଖି ଦେଖ ଗୋ , ରାଧାମାଧବ ଚାଲି, ଦେଖ ଗୋ
ଦେଖ ଗୋ,ଆଗୋ ସଖି ଦେଖ ଗୋ , ରାଧାମାଧବ ଚାଲି, ଦେଖ ଗୋ
ମଣି ବିମାନ ଆସେ ଝୁଲି ଝୁଲି, ମଣି ବିମାନ ଆସେ ଝୁଲି ଝୁଲି
ଦେଖ ଗୋ,ଆଗୋ ସଖି ଦେଖ ଗୋ , ରାଧାମାଧବ ଚାଲି, ଦେଖ ଗୋ
ବିବିଧ ବାଜଣା ବୀର କାହାଳୀ, ବୀର କାହାଳୀ ସେ ବୀର କାହାଳୀ
ବିବିଧ ବାଜଣା ବୀର କାହାଳୀ, ବୀର କାହାଳୀ ସେ ବୀର କାହାଳୀ
ବିଜେ କଲେ ଗୋପଦାଣ୍ଡ ଉଛୁଳି, ବିଜେ କଲେ ବଡ଼ଦାଣ୍ଡ ଉଛୁଳି
ଦେଖ ଗୋ, ରାଧାମାଧବ ଚାଲି
ସଙ୍ଗତେ ଅଛନ୍ତି ପଞ୍ଚସାଗର, ପଞ୍ଚସାଗର ସେ ପଞ୍ଚସାଗର
ରାଧିକା ଦୂତିକା ମୁରଲୀଧର ,ରାଧିକା ଦୂତିକା ମୁରଲୀଧର
ଦେଖ ଗୋ, ସଖି ଦେଖ ଗୋ , ରାଧାମାଧବ ଚାଲି, ଦେଖ ଗୋ
ନରେନ୍ଦ୍ର ସରକୁ କରି ଗମନ, କରି ଗମନ ସେ କରିଣ ମନ , ସେ କରିଣ ମନ
ଚାପ ଖେଳନ୍ତି ଜଗତମୋହନ , ଚାପ ଖେଳନ୍ତି ଜଗତମୋହନ, ଚାପ ଖେଳନ୍ତି ମଦନମୋହନ
ଦେଖ ଗୋ,ଆଗୋ ସଖି ଦେଖ ଗୋ , ରାଧାମାଧବ ଚାଲି, ଦେଖ ଗୋ
ବୋଲେ ବନମାଳୀ ଶ୍ରୀପଦଧ୍ୟାୟୀ,ଶ୍ରୀପଦଧ୍ୟାୟୀ, ସେ ଶ୍ରୀପଦଧ୍ୟାୟୀ
ବୋଲେ ବନମାଳୀ ଶ୍ରୀପଦଧ୍ୟାୟୀ ଶ୍ରୀପଦଧ୍ୟାୟୀ ସେ ଶ୍ରୀପଦଧ୍ୟାୟୀ
ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ, ସେ ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ, ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇ
ଦେଖ ଗୋ,ଆଗୋ ସଖି ଦେଖ ଗୋ , ଆଗୋ ମିତ ଦେଖ ଗୋ, ରାଧାମାଧବ ଚାଲି
ମଣି ବିମାନ ଆସେ ଝୁଲି ଝୁଲି, ସେ ମଣି ବିମାନ ଆସେ ଝୁଲି ଝୁଲି, ମଣି ବିମାନ ଆସେ ଝୁଲି ଝୁଲି
ଦେଖ ଗୋ, ରାଧାମାଧବ ଚାଲି, ଦେଖ ଗୋ
 
Translation

Radha and Madhaba

Look! friend, look! Radha and Madhaba [Krishna] , how beautiful their gait is
Look! friend, look! Radha and Madhaba [Krishna] , how beautiful their gait is
The bimana[small palanquin], comes swinging, The bimana, comes swinging
Look! friend, look! Radha and Madhaba [Krishna] , how beautiful their gait is
Drums beat in hundreds, and the kahali [trumpet] as well
Drums beat in hundreds, and the kahali [trumpet], announcing their arrival
Here they come, on the streets of puri
Look! friend, look! Radha and Madhaba [Krishna] , how beautiful their gait is
With them are the five Shivas of Puri 1
Radhika, her friend and with them the flute-bearer [Krishna]
Gaze, Gaze at them in glee! Their wonderful swinging gate
Their minds set at Narendra lake, they walk towards it in joy
Look as the one who enamours the three worlds rows his splendid boat
Gaze, Gaze at them in glee! Their wonderful swinging gate
Says Banamali [poet] meditating on their holy feet
Says Banamali [poet] meditating on their holy feet
Here look, as they enter into the chandana kunda [sandalwood pool]
Look! friend, look! Radha and Madhaba [Krishna] , how beautiful their gait is
The bimana[small palanquin], comes swinging, The bimana, comes swinging
Look! friend, look! Radha and Madhaba [Krishna] , how beautiful their gait is
 
  • 1. [Lokanatha,Markanda,Jambeswara,Kapalamochana, Nilakantha]
Comments