✕
Proofreading requested
Original lyrics
ପୀରତି ତୋର ଦୁରୁ ଜୁହାର
ପୀରତି ତୋର ଦୁରୁ ଜୁହାର , ଅଠା କାଠି ପରି ଲାଗୁଚି
ପୀରତି ତୋର ଦୁରୁ ଜୁହାର , ଅଠା କାଠି ପରି ଲାଗୁଚି
କହନା ମୋତେ ଆଉ ସେ କଥା, ଗୋଡ଼ ହାତ ତୋର ଧରୁଛି
ଆରେ ଯା, ପୀରତି ମଜା କେଡ଼େ ମଧୁର, ଯିଏ କରେ ସିଏ ଜାଣିଛି
ପୀରତି ମଜା କେଡ଼େ ମଧୁର, ଯିଏ କରେ ସିଏ ଜାଣିଛି
ତୁ ତ ଅନାଡ଼ି, ତୁ ତ ଅଗାଡ଼ି, କହିଲେ ତୋ ନାହି ଡେଉଁଚି
ତତେ ପୀରତି ଟା, ଲାଗୁଚି ମଧୁର
ତାର ନାଁ ଶୁଣି ମତେ ନୀଇତି ଡର
ବିଏ ପାଠ ପଢୀ, ମୁ ଅଧା ବେକାର
ଟଙ୍କା ଷାଠିଏ ଟା, ପେଟ ପୁରେନା ମୋର
ଫେଶନ ତୋର ବଜାର ଦର, କାହୁଁ ନେଇ କାହୁଁ ଥୋଇଚି
ଫେଶନ ତୋର ବଜାର ଦର, କାହୁଁ ନେଇ କାହୁଁ ଥୋଇଚି
ପୀରତି ହାତେ ଧରନା ଅଣ୍ଟେ, ପାର ପାଇ ଯିବା କହୁଚି
ତୋର ଲାଜ ଯେତେ , ଗଲା ସିନା ଛାଡ଼ି
ଝିଅ କରୁ ପ୍ରୀତି ଆସି ଉପରେ ପଡ଼ି
ତତେ କହି କହି ଯା ହେଲା ବେକାର
ଖୋଲି କହିଦେଲି, ରଖ ମୋ ହାତ ମୋର
ଇଲୋ ବୋଉଲୋ, ବାପ ତୋହର ମାଲିକ ମୋର ନେହୁରା ହେଇ ମୁ କହୁଚି
ବାପ ତୋହର ମାଲିକ ମୋର ନେହୁରା ହେଇ ମୁ କହୁଚି
ପୀରତି ତୋର ଘୋଡ଼ା ଦଉଡ଼, ବାଟ ଛାଡ଼ି ଦେ ମୁଁ ଯାଉଚି
Submitted by Prathamesh on 2022-02-07
Transliteration
Pīrati tora duru juhāra
Pīrati tora duru juhāra , aṭhā kāṭhi pari lāguci
Pīrati tora duru juhāra , aṭhā kāṭhi pari lāguci
Kahanā mote āu se kathā, gor̤a hāta tora dharuchi
Āre yā, pīrati majā ker̤e madhura, yie kare sie jāṇichi
Pīrati majā ker̤e madhura, yie kare sie jāṇichi
Tu ta anār̤i, tu ta agār̤i, kahile to nāhi ḍeum̐ci
Tate pīrati ṭā, lāguci madhura
Tāra nām̐ śuṇi mate nīiti ḍara
Bie pāṭha paḍhī, mu adhā bekāra
Ṭaṅkā ṣāṭhie ṭā, peṭa purenā mora
Pheśana tora bajāra dara, kāhum̐ nei kāhum̐ thoici
Pheśana tora bajāra dara, kāhum̐ nei kāhum̐ thoici
Pīrati hāte dharanā aṇṭe, pāra pāi yibā kahuci
Tora lāja yete , galā sinā chār̤i
Jhia karu prīti āsi upare par̤i
Tate kahi kahi yā helā bekāra
Kholi kahideli, rakha mo hāta mora
Ilo boulo, bāpa tohara mālika mora nehurā hei mu kahuci
Bāpa tohara mālika mora nehurā hei mu kahuci
Pīrati tora ghor̤ā daür̤a, bāṭa chār̤i de mum̐ yāuci
Thanks! ❤ | ||
thanked 1 time |
Thanks Details:
Guests thanked 1 time
Submitted by Prathamesh on 2022-02-07
Translation source:
✕
Comments
Courtsey-Raja S