Favorites
Share
Font Size
Original lyrics
Swap languages

ମୁଁ ଯେ ଜାଣେନା କାହା ବାଟ

ଆ............ ଆ ............
ସାଥିରେ....... ସା....ଥିରେ ଯା.....କହି ସାଥିରେ....
ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ (୨)
ମୋର ଏମିତି କେହି ନାହିଁ ଆସିବା ପାଇଁ, ହାଁ ଆସିବା ପାଇଁ
ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
ମୋର ଏମିତି କେହି ନାହିଁ ଆସିବା ପାଇଁ, ହାଁ ଆସିବା ପାଇଁ
ସାଥିରେ...... ସା.... ଥିରେ
 
ଆକାଶରେ ନାହିଁ ଜହ୍ନ, ନାହିଁ ତ ସୁରୁଜ
ତେବେବି ପକାଏ କିଏ ଆଲୁଅର ମୁରୁଜ
ଆକାଶରେ ନାହିଁ ଜହ୍ନ, ନାହିଁ ତ ସୁରୁଜ
ତେବେବି ପକାଏ କିଏ ଆଲୁଅର ମୁରୁଜ
ଏମିତି ଏ ମନ ତଳେ, ମହୁଆ ଚମକ ଖେଳେ
ନ ଲାଗି କା’ ର ଛୁଆଁ ଟିକକ ପାଇଁ, ହାଁ ଟିକକ ପାଇଁ
ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
ମୋର ଏମିତି କେହି ନାହିଁ ଆସିବା ପାଇଁ, ହାଁ ଆସିବା ପାଇଁ
ସାଥିରେ..... ସା.... ଥିରେ
 
ଯେମିତିକା ଯାଏ ନଇ, ଦରିଆ ଖୋଜି ଖୋଜି
ସବୁ କିଛି ଢାଳି ଦେଇ, ଯିବାକୁ ଥରେ ହଜି
ଯେମିତିକା ଯାଏ ନଇ, ଦରିଆ ଖୋଜି ଖୋଜି
ସବୁ କିଛି ଢାଳି ଦେଇ, ଯିବାକୁ ଥରେ ହଜି
ସେମିତି ଏ ବନ ଲତା, ଖୋଜେ ଏକ ତରୁ ଶାଖା
ତା ବୁକେ ଜୀବନେ ଲୋଟି ରହିବା ପାଇଁ, ହାଁ ରହିବା ପାଇଁ
ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ
ମୋର ଏମିତି କେହି ନାହିଁ ଆସିବା ପାଇଁ, ହାଁ ଆସିବା ପାଇଁ
ସାଥିରେ....... ସା.... ଥିରେ
 
Transliteration

Mum̐ ye jāṇenā kāhā bāṭa

Ā............ Ā ............
Sāthire....... Sā....Thire yā.....Kahi sāthire....
Mum̐ ye jāṇenā kāhā bāṭa rahichi cāhim̐ (2)
Mora emiti kehi nāhim̐ āsibā pāim̐, hām̐ āsibā pāim̐
Mum̐ ye jāṇenā kāhā bāṭa rahichi cāhim̐
Mora emiti kehi nāhim̐ āsibā pāim̐, hām̐ āsibā pāim̐
Sāthire...... Sā.... Thire
 
Ākāśare nāhim̐ jahna, nāhim̐ ta suruja
Tebebi pakāe kie āluara muruja
Ākāśare nāhim̐ jahna, nāhim̐ ta suruja
Tebebi pakāe kie āluara muruja
Emiti e mana tal̤e, mahuā camaka khel̤e
Na lāgi kā’ ra chuām̐ ṭikaka pāim̐, hām̐ ṭikaka pāim̐
Mum̐ ye jāṇenā kāhā bāṭa rahichi cāhim̐
Mora emiti kehi nāhim̐ āsibā pāim̐, hām̐ āsibā pāim̐
Sāthire..... Sā.... Thire
 
Yemitikā yāe naï, dariā khoji khoji
Sabu kichi ḍhāl̤i dei, yibāku thare haji
Yemitikā yāe naï, dariā khoji khoji
Sabu kichi ḍhāl̤i dei, yibāku thare haji
Semiti e bana latā, khoje eka taru śākhā
Tā buke jībane loṭi rahibā pāim̐, hām̐ rahibā pāim̐
Mum̐ ye jāṇenā kāhā bāṭa rahichi cāhim̐
Mum̐ ye jāṇenā kāhā bāṭa rahichi cāhim̐
Mora emiti kehi nāhim̐ āsibā pāim̐, hām̐ āsibā pāim̐
Sāthire....... Sā.... Thire
 
Comments