Favorites
Share
Font Size
Original lyrics
Swap Languages

ଅଳପ ହସରେ

ଅଳପ ହସରେ ଅନେକ ଆଶାର, କଣ
ଇଶାରା ପାଇଲି ବନ୍ଧୁ, ଇଶାରା ପାଇଲି ବନ୍ଧୁ
ଅଳପ ହସରେ ଅନେକ ଆଶାର
ଇଶାରା ପାଇଲି ବନ୍ଧୁ, ଇଶାରା ପାଇଲି ବନ୍ଧୁ
ମାନସୀ ଆସିଲା ମରମ ଛୁଇଁଲା, ମାନସୀ ଆସିଲା ମରମ ଛୁଇଁଲା
ଦେଇଗଲା ପ୍ରୀତିମଧୁ, ଦେଇଗଲା ପ୍ରୀତିମଧୁ
 
ପଲାଶ ବିଳାସ ବାସନା ଜାଗିଲା, ପଲାଶ ବିଳାସ ବାସନା ଜାଗିଲା
ଅଳସ ଆଖିର କୋଣେ, ଅଳସ ଆଖିର କୋଣେ
ଅବୁଝା ମନର ସବୁଜ ବନରେ
ବାସ ଢ଼ାଲିଗଲା ଜଣେ, ବାସ ଢ଼ାଲିଗଲା ଜଣେ
ନକହି କହିଲା ସତେ ଛଇଳା, ଆସିବ କି ହୋଇ ବଧୂ
ଦେଇଗଲା ପ୍ରୀତିମଧୁ, ଦେଇଗଲା ପ୍ରୀତିମଧୁ
 
ନୀଳ ନୀରିଜନ ରାତିର ଛାତିରେ, ଜୋଛନାର ଯୌବନ, ଜୋଛନାର ଯୌବନ
ହୋଇ ସାଜିଦେଲା ମମତା ମୋତିରେ, ହୋଇ ସାଜିଦେଲା ମମତା ମୋତିରେ
କବିତାର ତନୁ ମନ, କବିତାର ତନୁ ମନ
ସଙ୍ଗ ଯାହାର ଲୋଭିଲି ସେ କିମ୍ବା ମନର ଦରଜି ବନ୍ଧୁ
ଦେଇଗଲା ପ୍ରୀତିମଧୁ, ଦେଇଗଲା ପ୍ରୀତିମଧୁ
ଅଳପ ହସରେ ଅନେକ ଆଶାର
ଇଶାରା ପାଇଲି ବନ୍ଧୁ, ଇଶାରା ପାଇଲି ବନ୍ଧୁ
 
Transliteration

Al̤apa hasare

Al̤apa hasare aneka āśāra, kaṇa
Iśārā pāili bandhu, iśārā pāili bandhu
Al̤apa hasare aneka āśāra
Iśārā pāili bandhu, iśārā pāili bandhu
Mānasī āsilā marama chuim̐lā, mānasī āsilā marama chuim̐lā
Deigalā prītimadhu, deigalā prītimadhu
 
Palāśa bil̤āsa bāsanā jāgilā, palāśa bil̤āsa bāsanā jāgilā
Al̤asa ākhira koṇe, al̤asa ākhira koṇe
Abujhā manara sabuja banare
Bāsa r̤hāligalā jaṇe, bāsa r̤hāligalā jaṇe
Nakahi kahilā sate chaïl̤ā, āsiba ki hoi badhū
Deigalā prītimadhu, deigalā prītimadhu
 
Nīl̤a nīrijana rātira chātire, jochanāra yaubana, jochanāra yaubana
Hoi sājidelā mamatā motire, hoi sājidelā mamatā motire
Kabitāra tanu mana, kabitāra tanu mana
Saṅga yāhāra lobhili se kimbā manara daraji bandhu
Deigalā prītimadhu, deigalā prītimadhu
Al̤apa hasare aneka āśāra
Iśārā pāili bandhu, iśārā pāili bandhu
 
Comments