• ପରଦେଶୀ ବନ୍ଧୁ ତୁମେ • Kie-Kahara (1968)1 translation

Favorites
Share
Font Size
Original lyrics
1 translation

ପରଦେଶୀ ବନ୍ଧୁ ତୁମେ lyrics

ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଛାତି ମୋ ହୁଏ ଖାଲି କରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି
 
କେଉଁଠି ସହର ତୁମ କେଉଁଠି ରହଣୀ
ଗୋଟିଏ ପଲକେ ନେଲ
ଚୋରାଇ ଚାହାଁଣି
ସରମରେ କରି ମୋର
ସପନ ଛାଉଣୀ
ଏତେ ଗୋ ଆପଣା କଲ
କାହିଁକି କେଜାଣି
 
ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
 
ଜାଣିଛି ଶଠ ତୁମ ପୀରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି
 
କଥାରେ ସତର ବାଙ୍କ ଯାହାକୁ ଗୋ ଜଣା
ତା' ଲାଗି ମରମ ମୋର ମରି ହେଲା ଝୁଣା
ଯା ଲାଗି ଅଞ୍ଜନ କଲି ଗହନ ଗଞ୍ଜଣା
ସେନେହ ବିଅର୍ଥ ତାର ସୋହାଗ ଅଲଣା
 
ପରଦେଶୀ ବନ୍ଧୁ ତୁମେ
ଯିବ ଉଡ଼ିଉଡ଼ିକି
ଯିବ ଉଡ଼ିଉଡ଼ିକି
କିମ୍ପାଇଁ ବାନ୍ଧିଲି ମନ
ମିଛେ ତୁମ କତିରେ
ଛାତି ମୋ ହୁଏ ଖାଲି କରତି
ତୁମ କଥା କେମିତି କେମିତି
ହାୟ
ତୁମ କଥା କେମିତି କେମିତି
 

 

Translations of "ପରଦେଶୀ ବନ୍ଧୁ ତୁମେ ..."
Comments