LT → Odia → Ratikanta Satapathy → ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି → Transliteration
-
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି → Transliteration
2 translationsEnglish, Transliteration
✕
Proofreading requested
Original lyrics
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
କେବେ ଧାରା ଶ୍ରାବଣରେ ଝଡ଼ି ବତାସର କଳା କିଟିମିଟି ରାତି
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
କଅଁଳ ଖରାର ତାତି
ସ୍ମୃତି କେବେ ଗୀତଟିଏ ଟିକି ଝରଣାର ,କେବେ ପୁଣି ଗରଜନ ମହାସାଗରର
ସ୍ମୃତି କେବେ ଗୀତଟିଏ ଟିକି ଝରଣାର ,କେବେ ପୁଣି ଗରଜନ ମହାସାଗରର
କେବେ ହସାଏ କେବେ କନ୍ଦାଏ,କେବେ ହସାଏ କେବେ କନ୍ଦାଏ
କେବେ ଚଇତାଳି କେବେ ଝାଞ୍ଜି
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
କଅଁଳ ଖରାର ତାତି
ସ୍ମୃତି କେବେ ମିଠା ଛୁରୀ କାହା ଚାହାଣୀର, କେବେ ପୁଣି ଭଙ୍ଗା ନାଆ ବୁଢ଼ା ନାଉରିର
ସ୍ମୃତି କେବେ ମିଠା ଛୁରୀ କାହା ଚାହାଣୀର, କେବେ ପୁଣି ଭଙ୍ଗା ନାଆ ବୁଢ଼ା ନାଉରିର
କେବେ ଜଳାଏ କେବେ ଭିଜାଏ, କେବେ ଜଳାଏ କେବେ ଭିଜାଏ
କେବେ ପ୍ରତାରଣା କେବେ ପ୍ରୀତି
ସ୍ମୃତି,ସ୍ମୃତି,ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
ସ୍ମୃତି କେବେ ଶୀତ ସକାଳର କଅଁଳ ଖରାର ତାତି
Submitted by Prathamesh on 2021-05-14
Transliteration
Smruti kebe sita sakalara kaanla kharara tati
Smṛuti,Smṛuti,Smṛuti kebe śīta sakāl̤ara kaam̐l̤a kharāra tāti
Smṛuti kebe śīta sakāl̤ara kaam̐l̤a kharāra tāti
Kebe dhārā śrābaṇare jhar̤i batāsara kal̤ā kiṭimiṭi rāti
Smṛuti,smṛuti,smṛuti kebe śīta sakāl̤ara kaam̐l̤a kharāra tāti
Kaam̐l̤a kharāra tāti
Smṛti kebe gītaṭie ṭiki jharaṇāra ,kebe puṇi garajana mahāsāgarara
Smṛti kebe gītaṭie ṭiki jharaṇāra ,kebe puṇi garajana mahāsāgarara
Kebe hasāe kebe kandāe,kebe hasāe kebe kandāe
Kebe caïtāl̤i kebe jhāñji
Smṛuti,smṛuti,smṛuti kebe śīta sakāl̤ara kaam̐l̤a kharāra tāti
Kaam̐l̤a kharāra tāti
Smṛuti kebe miṭhā churī kāhā cāhāṇīra, kebe puṇi bhaṅgā nāā bur̤hā nāurira
Smṛuti kebe miṭhā churī kāhā cāhāṇīra, kebe puṇi bhaṅgā nāā bur̤hā nāurira
Kebe jal̤āe kebe bhijāe, kebe jal̤āe kebe bhijāe
Kebe pratāraṇā kebe prīti
Smṛuti,smṛuti,smṛuti kebe śīta sakāl̤ara kaam̐l̤a kharāra tāti
Smṛti kebe śīta sakāl̤ara kaam̐l̤a kharāra tāti
Comments