✕
Interpretato anche da:
Album:
Evolve (2017)
Testi originali
Traduzione
Believer
କଷ୍ଟ
ପ୍ରଥମ କଥା ପ୍ରଥମେ
ମୋ ମୁଣ୍ଡରେ ଥିବା ସବୁ କଥା ମୁଁ କହିବାକୁ ଯାଉଛି
ବର୍ତ୍ତମାନର ପରିସ୍ଥିତି କାରଣରୁ ମୁଁ କ୍ଳାନ୍ତ ଓ ରାଗି
ବର୍ତ୍ତମାନର ପରିସ୍ଥିତି କାରଣରୁ
ଦ୍ଵିତୀୟ କଥା ଦ୍ଵିତୀୟେ
ମୋତେ କୁହନା ତମେ କଣ ଭାବ ଯେ ମୁଁ କଣ ହେଇପାରିବି
ମୁଁ ମୋ ନୌକାର ମାଲିକ, ମୋ ସମୁଦ୍ରର ରାଜା
ମୋ ସମୁଦ୍ରର ରାଜା
ମୁଁ ଅଳ୍ପବଯସରୁ ଗରିବ ହେଇଯାଇଥିଲି
ଲୋକଙ୍କ ସହିତ ମୋ ଦୁଖକଷ୍ଟ ବାଣ୍ଟୁଥିଲି
କିଛିଙ୍କ ପାଇଁ କବିତା ଲେଖୁଥିଲି
ଯିଏ ମୋ ଧ୍ୟାନ ରଖୁଥିଲେ, ମୋ ଦୁଖକଷ୍ଟ ବୁଝୁଥିଲେ
କଷ୍ଟ କାରଣରୁ ଗାଇ
ନିଜ ଶିରା ପ୍ରଶିରାରୁ ନିଜ ବାର୍ତ୍ତା ନେଇ
ନିଜ ମୁଣ୍ଡରୁ ପାଠ ନେଇ
କଷ୍ଟ ଦ୍ଵାରା ସୌନ୍ଦର୍ଯକୁ ଦେଖି
କଷ୍ଟ!
ତୁ ମୋତେ ଜଣେ ବିଶ୍ଵାସୀ କରିଦେଲୁ, ଜଣେ ବିଶ୍ଵାସୀ, ଜଣେ ବିଶ୍ଵାସୀ
କଷ୍ଟ!
ତୁ ମୋତେ ଭାଙ୍ଗିଦେଲୁ, ମୋତେ ବନେଇଲୁ, ବିଶ୍ଵାସୀ, ବିଶ୍ଵାସୀ
କଷ୍ଟ!
ଗୁଳି ଚାଲିବାଲୁ ଦିଅ, ଗୁଳିବର୍ଷା ହେବାକୁ ଦିଅ
ମୋ ଜୀବନ, ମୋ ପ୍ରେମ, ମୋ ଅନୁପ୍ରାଣ, ଏହା ଏଠାରୁ ଆସିଲା
କଷ୍ଟ!
ତୁ ମୋତେ ଜଣେ ବିଶ୍ଵାସୀ କରିଦେଲୁ, ଜଣେ ବିଶ୍ଵାସୀ, ଜଣେ ବିଶ୍ଵାସୀ
ତୃତୀୟ କଥା ତୃତୀୟେ
ଉପରେ ଥିବା ଲୋକଙ୍କ ପାଇଁ ପ୍ରାର୍ଥନା
ମାତ୍ରାଧିକ ଘୃଣାରୁ ତମ ମନ ଗୋଟେ କପୋତ ପଲଟିଯାଇଛି
ଗୋଟେ କପୋତ ପଲଟିଯାଇଛି
ମୁଁ ଭିଡ଼ରେ ଅଣନିଶ୍ବାସୀ ହେଇଯାଉଥିଲି
ଉପର ବାଦଲରେ ନିଜ ବର୍ଷା ତିଆରି କରୁଥିଲି
ପାଉଁଶ ପରି ତଳକୁ ଗଲୁଥିଲି
ଏହା ଆଶା କରି, ଯେ ମୋ ଭାବନା ବୁଡ଼ିଯିବ
କିନ୍ତୁ ସେମାନେ କେବେ ବୁଡ଼ିଲେନି, ସର୍ବଦା ବଞ୍ଚିଲେ, ତରଙ୍ଗରେ ପ୍ରବାହିତ
ପ୍ରତିବନ୍ଧିତ, ସୀମିତ
ଯେପର୍ଯ୍ୟନ୍ତ ଏହା ଭାଙ୍ଗି ନ ଗଲା ଓ ବରଷି ନ ଗଲା
ଓ ବରଷି ନ ଗଲା
କଷ୍ଟ!
ତୁ ମୋତେ ଜଣେ ବିଶ୍ଵାସୀ କରିଦେଲୁ, ଜଣେ ବିଶ୍ଵାସୀ, ଜଣେ ବିଶ୍ଵାସୀ
କଷ୍ଟ!
ତୁ ମୋତେ ଭାଙ୍ଗିଦେଲୁ, ମୋତେ ବନେଇଲୁ, ବିଶ୍ଵାସୀ, ବିଶ୍ଵାସୀ
କଷ୍ଟ!
ଗୁଳି ଚାଲିବାଲୁ ଦିଅ, ଗୁଳିବର୍ଷା ହେବାକୁ ଦିଅ
ମୋ ଜୀବନ, ମୋ ପ୍ରେମ, ମୋ ଅନୁପ୍ରାଣ, ଏହା ଏଠାରୁ ଆସିଲା
କଷ୍ଟ!
ତୁ ମୋତେ ଜଣେ ବିଶ୍ଵାସୀ କରିଦେଲୁ, ଜଣେ ବିଶ୍ଵାସୀ, ଜଣେ ବିଶ୍ଵାସୀ
ଶେଷ କଥା ଶେଷରେ
ନିଆଁ ଓ ଝାସର କରୁଣାରୁ
ତମ ଅଟ ଭବିଷ୍ୟର ଚେହେରା, ମୋ ଶିରାର ରକ୍ତ
ମୋ ଶିରାର ରକ୍ତ
---, ସର୍ବଦା
ବଞ୍ଚିଲେ, ତରଙ୍ଗରେ ପ୍ରବାହିତ
ପ୍ରତିବନ୍ଧିତ, ସୀମିତ
ଯେପର୍ଯ୍ୟନ୍ତ ଏହା ଭାଙ୍ଗି ନ ଗଲା ଓ ବରଷି ନ ଗଲା
ଓ ବରଷି ନ ଗଲା
କଷ୍ଟ!
ତୁ ମୋତେ ଜଣେ ବିଶ୍ଵାସୀ କରିଦେଲୁ, ଜଣେ ବିଶ୍ଵାସୀ, ଜଣେ ବିଶ୍ଵାସୀ
କଷ୍ଟ!
ତୁ ମୋତେ ଭାଙ୍ଗିଦେଲୁ, ମୋତେ ବନେଇଲୁ, ବିଶ୍ଵାସୀ, ବିଶ୍ଵାସୀ
କଷ୍ଟ!
ଗୁଳି ଚାଲିବାଲୁ ଦିଅ, ଗୁଳିବର୍ଷା ହେବାକୁ ଦିଅ
ମୋ ଜୀବନ, ମୋ ପ୍ରେମ, ମୋ ଅନୁପ୍ରାଣ, ଏହା ଏଠାରୁ ଆସିଲା
କଷ୍ଟ!
ତୁ ମୋତେ ଜଣେ ବିଶ୍ଵାସୀ କରିଦେଲୁ, ଜଣେ ବିଶ୍ଵାସୀ, ଜଣେ ବିଶ୍ଵାସୀ
Puoi ringraziare l’utente premendo questo tasto
inviato il 24 Set 2021 - 22:02
✕
Accedi o registrati per aggiungere un commento.